Matruac Ademy

Send message
send message to: Dr. Subhashree Sampada
You need to write a message
Message sent Close
Dr. Subhashree Sampada
Faculty
32
courses
4.1
ପି.ଏଚ୍.ଡ଼ି- କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା, 2018,ଗବେଷଣା ମହାନିବନ୍ଧ:‘ଓଡ଼ିଆ ଉପନ୍ୟାସରେ ପ୍ରତିଫଳିତ ଆଧ୍ୟାତ୍ମିକତା: ଏକ ତାତ୍ତ୍ଵିକ ଅନୁଶୀଳନ’ ଗଣେଷଣା ରୁଚି- ପ୍ରାଚୀନ ଓଡ଼ିଆ ସାହିତ୍ୟ , ଭାରତୀୟ ପ୍ରାଚୀନ ଶାସ୍ତ୍ର, ସାହିତ୍ୟ, ଅଧ୍ୟାତ୍ମିକତା, ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା, ଗଣମାଧ୍ୟମ ଅଭିଜ୍ଞତା 2020- ବର୍ତ୍ତମାନ କାର୍ଯରତ- ମାତୃ ଏକାଡ଼େମୀର ପ୍ରତିଷ୍ଠାତ୍ରୀ ଓ ସି.ଇ.ଓ । Matru Academy, YouTube ମାଧ୍ୟମରେ ଓଡ଼ିଆ ସାହିତ୍ୟ ସମ୍ପର୍କିତ ଭିଡିଓ ପ୍ରସ୍ତୁତ କରନ୍ତି, ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ଓ ବୁଦ୍ଧିଜୀବୀଙ୍କଦ୍ଵାରା ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛି ।Matru Academy ୱେବସାଇଟ ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷାନିମନ୍ତେ ଶିକ୍ଷାଦାନ ପ୍ରକାଶନ: The Bhagavad Geeta: A Source of Ethical Guidance for Contemporary Journalism’, Communication Today, ‘ଗଣମାଧ୍ୟମ ଓ ଓଡ଼ିଆ ସାହିତ୍ୟ’ସମ୍ପର୍କ, ନ୍ୟୁ ମେନ ଆଣ୍ଡ ସୋସାଇଟି, ଦ୍ଵିମାସିକ ପତ୍ରିକା , କେରଳ, ଭଲ୍ୟୁମ୍ -4, ଇସୁ-ଜୁଲାଇରୁ ଡିସେମ୍ବର, 2013(ISSN 2231-6698, ). ରତିରୁ ମହାଭାବ: ଅପ୍ରାକୃତ ପ୍ରେମର ଆଲେଖ୍ୟ- ରାସେଶ୍ଵରୀ - ସାହିତ୍ୟ ବିମର୍ଶ , ପ୍ରଜ୍ଞାନ ପବ୍ଲିକେଶନ, ଜାରକା, ଯାଜପୁର ISBN 978-81-936277-0-9 ଆଧ୍ୟାତ୍ମିକ ଉତ୍ତରଣର ବାର୍ତ୍ତାବହ-ସାତପଦ୍ମର ଦୀପ, ମାନବିକାର ବିଶ୍ଵମୁକ୍ତି, ଭୁବନେଶ୍ଵର ISSN 2349-7351 ସେମିନାର:- 31 ଅଗଷ୍ଟ 2024 ,ମୁଖ୍ୟବକ୍ତା, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଦ୍ୱାରା ଆୟୋଜିତ ପାଠଚକ୍ର, ବିଷୟ-ରୀତି କାବ୍ୟରେ ପ୍ରାଚୀନ ଓଡ଼ିଶା ସଂସ୍କୃତି February 2024, paper presented in International Conference, News values and lessons from the Gita for Journalists in the 21st Century , Central University of Gujarat, Gandhinagar. October 2023, paper presented, Journalism and Srimad Bhagawat Geeta: A timeless ethical presentation, Maharshi Dayanand University, Rohtak, Haryana November 2023, paper presented,The Vedic Art of Communication: Using Signs and Symbols to Convey Meaning and Experience, BERHAMPUR UNIVERSITY ଅଗଷ୍ଟ 2022, ଅନ୍ୟତମ ମୁଖ୍ୟବକ୍ତା, ICPR, ନୂଆଦିଲ୍ଲୀ, ଦର୍ଶନ ବିଭାଗଦ୍ୱାରା ଆୟୋଜିତ,ବିଷୟ- ଯଦୁ ଅବଧୂତ ସମ୍ବାଦ ଜୁଲାଇ,2022,ଅନ୍ୟତମ ମୁଖ୍ୟବକ୍ତା, ICPR, ନୂଆଦିଲ୍ଲୀ, ବିକ୍ରମଦେବ ମହାବିଦ୍ୟାଳୟ, ଜୟପୁର, ଦର୍ଶନ ବିଭାଗଦ୍ୱାରା ଆୟୋଜିତ, ବିଷୟ- ଶ୍ରୀଅରବିନ୍ଦଙ୍କ ଯୋଗ ଓ ଦର୍ଶନ ଡିସେମ୍ବର 2021,ମୁଖ୍ୟବକ୍ତା, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଦ୍ୱାରା ଆୟୋଜିତ ପାଠଚକ୍ର-କୃଷ୍ଣ ତତ୍ତ୍ଵ. ଜୁଲାଇ,2020,ଅନ୍ୟତମ ମୁଖ୍ୟବକ୍ତା, ICPR, ନୂଆଦିଲ୍ଲୀ, ବିକ୍ରମଦେବ ମହାବିଦ୍ୟାଳୟ, ଜୟପୁର, ଦର୍ଶନ ବିଭାଗଦ୍ୱାରା ଆୟୋଜିତ, ବିଷୟ- କରୋନା ନିରାକରଣ ଓ ଶ୍ରୀଅରବିନ୍ଦଙ୍କ ଯୋଗ 07-02-2020, ଶୀର୍ଷକ- ‘ଦକ୍ଷିଣ- ଓଡ଼ିଶାର ଲୋକସାହିତ୍ୟରେ ପ୍ରାଚୀନ ଗଣଯୋଗାଯୋଗର ମାଧ୍ୟମ’,ଆୟୋଜକ- ବାବାସାହେବ ଆମ୍ବେଦକର ମୁକ୍ତ ବିଶ୍ଵବିଦ୍ୟାଳୟ, ଗୁଜରାଟ 14 ଏପ୍ରିଲ 2020, ପ୍ରାଚୀନ ଭାରତର ଓ ବାବାସାହେବ ଆମ୍ବେଦକରଙ୍କ ଦୃଷ୍ଟିରେ ନାରୀ: ଏକ ତୁଳନାତ୍ମକ ବିଶ୍ଳେଷଣ ’- ଆୟୋଜକ-ବାବାସାହେବ ଆମ୍ବେଦକର ମୁକ୍ତ ବିଶ୍ଵବିଦ୍ୟାଳୟ, ଗୁଜରାଟ 30 ସେପ୍ଟେମ୍ବର ଓ 1 ଅକ୍ଟୋବର 2015' ଶୀର୍ଷକ-‘ଗଣମାଧ୍ୟମ ଓ ଓଡ଼ିଆ ସାହିତ୍ୟ’ସମ୍ପର୍କ,ଆୟୋଜକ- ନ୍ୟୁ ମେନ କଲେଜ, କେରଳ
Member since October 2024
  • Courses
  • Co-owned courses
  • Bundles
  • Reviews
Courses reviews
All ratings
  • 5 stars
  • 4 stars
  • 3 stars
  • 2 stars
  • 1 stars
Odia

OPSC PGT WORKSHOP

10 Lectures
0.0
Rs2,000
Rs1,000

OPSC PGT WORKSHOP

Advanced
10 Lectures
Preview this course
Rs2,000
Rs1,000
UGC NET Odia

UGC NET ODIA Mock Test

7 Lectures
0.0
Rs5,000
Rs3,000

UGC NET ODIA Mock Test

No Level
7 Lectures
Preview this course
Rs5,000
Rs3,000
SSB

OPSC PGT ODIA

265 Lectures
0.0
Rs8,000
Rs5,000

OPSC PGT ODIA

No Level
265 Lectures
Preview this course
Rs8,000
Rs5,000
SSB

SSB ODIA Lectureship Mock Test

7 Lectures
0.0
Rs4,000
Rs3,000
SSB

SSB PGT ODIA Extension

265 Lectures
0.0
Rs8,000
Rs990

SSB PGT ODIA Extension

No Level
265 Lectures
Preview this course
Rs8,000
Rs990
Odia

OPSC/SSB PGT Odia Mock Test

7 Lectures
0.0
Rs4,000
Rs3,000

OPSC/SSB PGT Odia Mock Test

No Level
7 Lectures
Preview this course
Rs4,000
Rs3,000
Odia

MCQ -PGT ODIA

7 Lectures
0.0
Rs4,000
Rs3,000

MCQ -PGT ODIA

No Level
7 Lectures
Preview this course
Rs4,000
Rs3,000
Nothing to show yet
  • 1
  • 2
  • 3
Layer 1
error: Content is protected !!